କିଏ ନେବେ ଧନକରଙ୍କ ସ୍ଥାନ? ଚର୍ଚ୍ଚାରେ ଜାଟ ନେତାଙ୍କ ନାମ, ରାଜନୀତି ହେଲାଣି ସରଗରମ ନୂଆଦିଲ୍ଲୀ,୮।୮: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଇସ୍ତଫା ପରେ, ଦେଶରେ ନୂଆ ଉପରାଷ୍ଟ୍ରପତିଙ୍କ ସନ୍ଧାନ ଜୋରଦାର ହୋଇଛି। ନିର୍ବାଚନ କମିଶନ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଲୋକ ସଭା ଏବଂ ରାଜ୍ୟ ସଭାରେ NDAର ଶକ୍ତିକୁ ଦେଖିଲେ ସ୍ପଷ୍ଟ ଯେ ବିଜୟ...