କାହାକୁ ଦେଇଥିଲେ ଫ୍ଲାଇଂ କିସ୍? ଜଶସ୍ବୀ ନିଜେ ଖୋଲିଲେ ରାଜ୍, କହିଲେ କାହା ପାଇଁ କରିଥିଲେ… ନୂଆଦିଲ୍ଲୀ,୩।୮: ଇଂଲଣ୍ଡ ବିପକ୍ଷରେ ୫ମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିବା ପରେ ଯଶସ୍ବୀ ଜୟସୱାଲ ସେଲିବ୍ରେଶନ ବିଷୟରେ ପ୍ରକାଶ କରିଥିଲେ, ଏହା କାହା ପାଇଁ ଥିଲା। ‘ଦି ଓଭାଲ’ରେ ଶତକ ହାସଲ କରିବା ପରେ ସେ ‘ଫ୍ଲାଇଙ୍ଗ...