ଜସପ୍ରିତ ବୁମରାହଙ୍କଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ପର୍ଯ୍ୟନ୍ତ, ଏହି ୫ ଷ୍ଟାର ଖେଳାଳି ODI ସିରିଜରେ ଟିମ ଇଣ୍ଡିଆରୁ ବିଦା ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ଅଷ୍ଟ୍ରେଲିଆ (IND vs AUS) ଅକ୍ଟୋବର 19ରୁ ତିନି ମ୍ୟାଚ ବିଶିଷ୍ଟ ODI ସିରିଜ ଖେଳିବେ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ସ୍ଥାନରେ…