ବୁମ୍ରା ନା ସିରାଜ…କିଏ ଅଧିକ ଧନୀ, କାହା ପାଖରେ ଅଧିକ ସମ୍ପତ୍ତି? ମାଞ୍ଚେଷ୍ଟର,୨୭।୭: ଭାରତୀୟ କ୍ରିକେଟ ଟିମ୍ ବର୍ତ୍ତମାନ ଇଂଲଣ୍ଡ ସହ ମାଞ୍ଚେଷ୍ଟରରେ ଏକ ରୋମାଞ୍ଚକର ଟେଷ୍ଟ ମ୍ୟାଚ୍ ଖେଳୁଛି। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ୩୫୮ ରନ ସଂଗ୍ରହ କରିଥିବା ବେଳେ, ଇଂଲଣ୍ଡ ଦଳ ଜବାବରେ ୬୬୯ ରନ୍ର ଜବରଦସ୍ତ ଇନିଂସ…