ମୋଦିଙ୍କୁ ଭେଟି ନିଜର ଅନୁଭୂତି କହିଲେ ଜାପାନୀ କଳାକାର ଟୋକିଓ,୨୯।୮: ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଜାପାନୀ ସମ୍ପ୍ରଦାୟ ଭାରତୀୟ ସଂସ୍କୃତିକୁ ଗ୍ରହଣ କରିଥିଲେ ଏବଂ ଏମିତି ଏକ ଦୃଶ୍ୟ ଉପସ୍ଥାପନ କରିଥିଲେ...