ପ୍ରଧାନମନ୍ତ୍ରୀଙ୍କ ଜାପାନ-ଚାଇନା ଗସ୍ତକୁ ନେଇ ଚିନ୍ତାରେ ଆମେରିକା! ମୋଦି ଅନ କଲେ କୂଟନୀତିର… ଟୋକିଓ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆର ଦୁଇ ପ୍ରମୁଖ ଅର୍ଥନୈତିକ ଶକ୍ତି ଚାଇନା ଏବଂ ଜାପାନ ଗସ୍ତରେ ଅଛନ୍ତି। ଭାରତୀୟ ଉତ୍ପାଦ ଉପରେ ଆମେରିକାର ୫୦ ପ୍ରତିଶତ ଶୁଳ୍କ ଏବଂ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ସମଗ୍ର ବିଶ୍ୱର ନଜର ପ୍ରଧାନମନ୍ତ୍ରୀ ମୋଦିଙ୍କ…