ଜାପାନ ନିର୍ବାଚନ: ଆସିଲା ଏକ୍ଜିଟ୍ ପୋଲ୍ ରିପୋର୍ଟ, ଜାଣନ୍ତୁ କେଉଁ ଦଳ… ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା ଏକପ୍ରକାର ନିଶ୍ଚତ ବୋଲି ଏକ୍ଜିଟ୍ ପୋଲ୍୍ରେ ପୂର୍ବାନୁମାନ କରାଯାଇଛି। ଏହି ପୂର୍ବାନୁମାନ କରିଛନ୍ତି…