ଜନଧନ ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ବର ୩୦ରେ ବନ୍ଦ ହୋଇଯିବ… ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (PMJDY) ୧୦ ବର୍ଷ ପୂରଣ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନିୟମ ଅନୁଯାୟୀ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପରେ ପ୍ରତିବର୍ଷ KYC (Know Your Customer) ବାଧ୍ୟତାମୂଳକ। ତେଣୁ, ଯଦି ଆପଣଙ୍କର କୌଣସି...