ଜମ୍ମୁ-କଶ୍ମୀରରେ ପୁଣି ହୋଇପାରେ ଆତଙ୍କବାଦୀ ଆକ୍ରମଣ, ଏଥର ଟାର୍ଗେଟ୍ରେ ଏହି ସ୍ଥାନ
ଶ୍ରୀନଗର,୨ା୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଆତଙ୍କବାଦୀମାନେ ପୁଣି ଥରେ ସେମାନଙ୍କର ଘୃଣ୍ୟ ଉଦ୍ଦେଶ୍ୟ ପୋଷଣ କରୁଛନ୍ତି। ଏହି ସମୟରେ, ଉପତ୍ୟକାର ଜାତୀୟ ରାଜପଥକୁ ଟାର୍ଗେଟ କରି ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ବିଷୟରେ ନିର୍ଭରଯୋଗ୍ୟ ଗୋଇନ୍ଦା ସୂଚନା ମିଳିଛି।...