୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା: ଅପରାଧୀକୁ ଆଜୀବନ କାରାଦଣ୍ଡ ଭୁବନେଶ୍ୱର,୨୩।୯: ଯାଜପୁର ଜିଲାରେ ଗତ ବର୍ଷ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୫୨ ବର୍ଷୀୟ ଅରକ୍ଷିତା ପରିଡ଼ା ଓରଫ୍ କାଲିଆଙ୍କୁ ମଙ୍ଗଳବାର ପୋକ୍ସୋ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛି। ଅତିରିକ୍ତ ଜିଲା ସେସନ୍ସ ଓ ସ୍ପେଶାଲ ପୋକ୍ସୋ...