ଡବଲ ସେଞ୍ଚୁରି ମାରିଲେ ଶୁବମନ, ହେଲେ ଦେଖିବା ଭଳି ଥିଲା ଜଶସ୍ବୀ ଜୟସଓ୍ବାଲଙ୍କ ରିଆକ୍ସନ ବର୍ମିଂହାମ,୩।୭: ଭାରତୀୟ କ୍ରିକେଟ ଟିମ୍ ପାଇଁ ଇଂଲଣ୍ଡ ଗସ୍ତ ଯେତେ କଷ୍ଟକର ବୋଲି ବିବେଚନା କରାଯାଉଥିଲା, ନୂଆ ଅଧିନାୟକ ଶୁବମନ ଗିଲ ଏହାକୁ ସମାନ ଭାବରେ ସ୍ମରଣୀୟ କରିଛନ୍ତି। ଲିଡଲ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରିବା ପରେ,...