ରୁଷିଆ ସହ ବଡ଼ ଡିଲ୍ କଲା ଭାରତ: ଟ୍ରମ୍ପଙ୍କୁ ଲାଗିଲା ଜୋରଦାର ଝଟ୍କା ମସ୍କୋ,୨୧।୮: ଆମେରିକା ସହ ଟାରିଫ୍ ଯୁଦ୍ଧ ମଧ୍ୟରେ ରୁଷିଆ ସହ ସମ୍ପର୍କ ଦୃଢ କରୁଛି ଭାରତ। ଏବେ ଭାରତ ରୁଷିଆ ସହ ଏକ ବଡ଼ ଡିଲ୍ କରିଛି। ରୁଷିଆର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ ମାଣ୍ଟୁରୋଭ କହିଛନ୍ତି, ରୁଷିଆରୁ ତୈଳ ଏବଂ...