ଦିଲ୍ଲୀ ବିସ୍ଫୋରଣ: ଅଭିଯୁକ୍ତ ଡାକ୍ତରଙ୍କୁ ବୋମା ତିଆରି ଭିଡିଓ ଦେଇଥିଲା ପାକିସ୍ତାନୀ ଜୈଶ୍ ହ୍ୟାଣ୍ଡଲର୍ ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ମାମଲାର ତଦନ୍ତରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଡାକ୍ତରମାନଙ୍କ ମଧ୍ୟରୁ ଜଣେ ଡାକ୍ତର ମୁଜାମିଲ ଶକିଲ୍ଙ୍କୁ ପାକିସ୍ତାନରେ ଥିବା ଜୈଶ୍-ଏ-ମହମ୍ମଦ (JeM)ର...