ପାକିସ୍ତାନରେ ମହିଳା ହେବେ ଆତଙ୍କବାଦୀ, ଜୈଶ-ଏ-ମହମ୍ମଦ ୧,୫୦୦ ସୈନ୍ୟବାହିନୀ ପ୍ରସ୍ତୁତ କରୁଛି
ଇସଲାମାବାଦ,୨୪।୧୦: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହୋଇଛି। ସଂଗଠନ ଏବେ ଜମାତ-ଉଲ-ମୋମିନାତ ନାମରେ ଏହାର ପ୍ରଥମ ମହିଳା ବ୍ରିଗେଡ ଆରମ୍ଭ କରିଛି। ଅକ୍ଟୋବର ୮ରେ ଏହାର ନିଯୁକ୍ତି ଆରମ୍ଭ ହୋଇଥିଲା। ଅପରେଶନ ସିନ୍ଦୂର ସମୟରେ, ଭାରତୀୟ ସଶସ୍ତ୍ର...
ପାଣ୍ଠି ଅଭାବ ନା ଅନ୍ୟ କୌଣସି ନୂଆ ରଣନୀତି…, ବଦଳିଲା ଜୈଶ-ଇ-ମହମ୍ମଦର ନାଁ! FATF କଲା ପର୍ଦ୍ଦାଫାସ
ଇସଲାମାବାଦ,୨୦।୯: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଏବେ ଏହାର ନାମ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛି। ଏହି ଆତଙ୍କବାଦୀ ସଂଗଠନକୁ ଏବେ ପାକିସ୍ତାନରେ ଅଲ-ମୁରାବିତୁନ ନାମରେ ଜଣାଯିବ। ପ୍ରକୃତରେ, ଆରବୀ ଭାଷାରେ ଅଲ-ମୁରାବିତୁନ ର ଅର୍ଥ ‘ଇସଲାମର ରକ୍ଷାକାରୀ’। ରିପୋର୍ଟ...


