‘ଅପରେସନ୍ ସିନ୍ଦୂର’ର ୬ ମାସ ପରେ ଜାମ୍ମୁ ଓ କାଶ୍ମୀରରେ ଲଶ୍କର ଓ ଜୈଶର ନୂଆ ଆକ୍ରମଣ ଯୋଜନା! ଶ୍ରୀନଗର/ନୂଆଦିଲ୍ଲୀ,୫।୧୧: ଭାରତର ‘ଅପରେସନ୍ ସିନ୍ଦୂର’ ପରେ ଜାମ୍ମୁ ଓ କାଶ୍ମୀରରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ନେଇ ଆସିଥିବା ନୂଆ ଗୋଇନ୍ଦା ତଥ୍ୟରୁ ଜଣାପଡ଼ିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ସଠିକ୍ ପାଲଟା-ଆତଙ୍କବାଦୀ…