କାହିଁକି ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡୁଛି ଡ୍ରୋନ୍: ୭ ଶହ ଜଣ ନେଲେଣି ଫୋନ୍ ପୁରୀ,୨୧।୨: ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଡ୍ରୋନ ଉଡ଼ିଛି। ଏନେଇ ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଛନ୍ତି। ୨୦୨୪ଜୁନ୍ ଏଯାବତ୍ ଡ୍ରୋନ ଉଡ଼ିବାର ୧୦ଟି ମାମଲା ରୁଜୁ ହୋଇଛି। ୨ଟି ମାମଲାର ଫାଇନାଲ ଫର୍ମ…