ଅପେକ୍ଷା କରିଛି ନନ୍ଦିଘୋଷ: ଝୁଲିଝୁଲି ଆସୁଛନ୍ତି ମହାବାହୁ ପୁରୀ,୨୭ା୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି। ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ କାଳିଆ ସାଆନ୍ତ। ନନ୍ଦିଘୋଷ ରଥରେ ବିରାଜ କରିବା ପାଇଁ ଝୁଲିଝୁଲି ଆସୁଛନ୍ତି ମହାବାହୁ। ପୂର୍ବରୁ ସୁଦର୍ଶନ ମହାପ୍ରଭୁ, ପରେ ପ୍ରଭୁ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କ...