୧୪୦୦୦ ଫୁଟ ଉଚ୍ଚତାରେ ହୋଲି ଖେଳିଲେ ଆଇଟିବିପି ଯବାନ, ଉଡ଼ିଲା ରଙ୍ଗ ଅବିର, ଭିଡିଓ ଶେୟାର କରି… ନୂଆଦିଲ୍ଲୀ,୪ା୩: ସମଗ୍ର ଦେଶରେ ରଙ୍ଗ ଏବଂ ଆନନ୍ଦର ପର୍ବ ହୋଲି ପାଳନ କରାଯାଉଥିବାବେଳେ ୧୪୦୦୦ରୁ ଅଧିକ ଫୁଟ ଉଚ୍ଚତାରୁ ଅର୍ଥାତ୍ ପାଙ୍ଗୋଙ୍ଗ ହ୍ରଦରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଆଇଟିବିପି ଯବାନମାନେ ହୋଲି ଖେଳିଛନ୍ତି।। ଯାହାକି ଭାରତର ସର୍ବୋଚ୍ଚ ଏବଂ…