‘ଅନ୍ୱେଷା’ ସାଟେଲାଇଟ୍ ଉତ୍କ୍ଷେପଣ କରିବ ISRO: କେହି ଏଥିରୁ ଲୁଚିପାରିବେ ନାହିଁ ନୂଆଦିଲ୍ଲୀ,୧୧ା୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏହାର ଶକ୍ତିଶାଳୀ ରକେଟ୍ PSLV-C62 ଜରିଆରେ ‘ଅନ୍ୱେଷା’ ନାମକ ଏକ ଅତ୍ୟାଧୁନିକ ସାଟେଲାଇଟ୍ ଉତ୍କ୍ଷେପଣ କରିବାକୁ ଯାଉଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ପ୍ରସ୍ତୁତ ଏହି ସାଟେଲାଇଟ୍...