ୟେମେନ୍ ବନ୍ଦରରେ ଇସ୍ରାଏଲ୍ର ବୋମାମାଡ଼ ସାନା,୬ା୫: ହୁଟି ଆତଙ୍କବାଦୀ ଇସ୍ରାଏଲ୍ର ତେଲ୍ ଆଭିଭ୍ସ୍ଥିତ ବେନ୍ ଗୁରିଅନ୍ ଏୟାରପୋର୍ଟ ନିକଟରେ ମିଶାଇଲ୍ ମାଡ଼ କରିବାର ଦିନକ ପରେ ଇସ୍ରାଏଲୀ ସେନା ଏହାର ପ୍ରତିଶୋଧ ନେଇଛି। ଇସ୍ରାଏଲ୍ ପକ୍ଷରୁ ସୋମବାର ସନ୍ଧ୍ୟାରେ ୟେମେନ୍ର ହୋଦେଇଦାହ ବନ୍ଦରକୁ ଟାର୍ଗେଟ କରି ୩୦ଟି...