ଗାଜା ମସ୍ଜିଦ୍ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୨୪ ମୃତ, ୯୩ ଆହତ ଜେରୁଜେଲମ୍,୬ା୧୦: ରବିବାର ଗାଜା ମସ୍ଜିଦ୍ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି। ଫଳରେ ଏହି ଆକ୍ରମଣରେ ଅତି କମ୍ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। କେନ୍ଦ୍ରୀୟ ଗାଜା ଅଞ୍ଚଳର ଦେର୍ ଅଲ୍-ବଲାହସ୍ଥିତ ଅଲ୍-ଆକସା ହସ୍ପିଟାଲ…