Bus Blast in Israel: ପେଜର ଆକ୍ରମଣର ପ୍ରତିଶୋଧ ବସ୍ ବିସ୍ଫୋରଣରେ, ଇସ୍ରାଏଲରେ ରେଳ-ବସ୍ ସେବା ବନ୍ଦ ନୂଆଦିଲ୍ଲୀ,୨୧।୨: ଇସ୍ରାଏଲର ତେଲ ଅଭିଭ ସହର ରେ ତିନୋଟି ବସ୍ ରେ ଗୋଟିଏ ପରେ ଗୋଟିଏ ଜୋରଦାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କୌଣସି ମୃତାହତର ଖବର ହୋଇନାହାନ୍ତି। ଇସ୍ରାଏଲୀ ପୋଲିସ ଏହାକୁ ଏକ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ ଭାବରେ...