ଖାମେନେଇଙ୍କ ମୃତ୍ୟୁକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ୩ ମାସ ପୂର୍ବରୁ ଏମିତି ଯୋଜନା କରିଥିଲା ଇସ୍ରାଏଲ ଜେରୁଜେଲମ,୬।୩: ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଶୁକ୍ରବାର ଏକ ସାକ୍ଷାତକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ବହୁ ପୂର୍ବରୁ ରଚନା କରାଯାଇଥିଲା। ଗତ…