କଶ୍ମୀରକୁ ପାକିସ୍ତାନର ଅଂଶ ଭାବରେ ଦେଖାଇବା ଇସ୍ରାଏଲକୁ ପଡ଼ିଲା ମହଙ୍ଗା, ୯୦ ମିନିଟ ପରେ ଘଟିଲା… ନୂଆଦିଲ୍ଲୀ/ଜେରୁଜେଲମ,୧୪।୬: ଇସ୍ରାଏଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଥିଲା। ଏଥିରେ ସେମାନେ ସମଗ୍ର ବିଶ୍ୱର ମାନଚିତ୍ର ଦେଖାଇବାକୁ ଚେଷ୍ଟା କରି କହିଥିଲା, ଇରାନ ବିଶ୍ୱ ପାଇଁ ବିପଦ। ଇସ୍ରାଏଲକୁ ଏବେ ଏହି ଚିତ୍ରରେ ଭାରତର ମାନଚିତ୍ର ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ…