ଇରାନର ଛାତି ଉପରେ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ, ଏଥର ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ! ନୂଆଦିଲ୍ଲୀ,୧୩ା୬: ଇସ୍ରାଏଲ ବାୟୁସେନା ଇରାନ ରାଜଧାନୀ ତେହେରାନରେ ଶକ୍ତିଶାଳୀ ଏୟାରଷ୍ଟ୍ରାଇକ କରିଛି। ଏହା ମଧ୍ୟପ୍ରାଚ୍ୟରେ ଉତ୍ତେଜନାରେ ନାଟକୀୟ ବୃଦ୍ଧି ଏବଂ ଇସ୍ରାଏଲର ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀ ଉପରେ ସିଧାସଳଖ ଆକ୍ରମଣକୁ ସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଛି। ଶୁକ୍ରବାର ପ୍ରଭାତରେ ତେହେରାନର ଉତ୍ତର-ପୂର୍ବରେ…