ଇସଲାମାବାଦ ଆଲୋଚନାରେ ନୂଆ ଟୁଇଷ୍ଟ! ଯୋଗ ଦେବେ ଟ୍ରମ୍ପ, ଇରାନ ପାଇଁ ଏହା ସରପ୍ରାଇଜ ନାଁ ଆଶ୍ଚର୍ଯ୍ୟକର ଘଟଣା? ଜାଣନ୍ତୁ… ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଇସଲାମାବାଦରେ ହେବାକୁ ଥିବା ଇରାନ ସହିତ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି; କିନ୍ତୁ, ସେ ବ୍ୟକ୍ତିଗତ ଭାବରେ ଯୋଗ ଦେବେ କି ଭର୍ଚୁଆଲ ଭାବରେ ଅଂଶଗ୍ରହଣ କରିବେ ତାହା ସ୍ପଷ୍ଟ ନୁହେଁ। ସମ୍ବାଦ…