ଇଶାନ କିଶାନଙ୍କ ସହ ନଜର ଆସିଲେ ମିଷ୍ଟ୍ରି ଗର୍ଲ? ଭାଇରାଲ ହେଲା ରୋମାଣ୍ଟିକ ଫଟୋ ନୂଆଦିଲ୍ଲୀ,୯।୩: ଭାରତ ୨୦୨୬ ଟି୨୦ ବିଶ୍ୱକପ ଜିତି କ୍ରିକେଟ ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ କରି ତୃତୀୟ ଥର ପାଇଁ ଟି୨୦…