କିଏ ଶଶି ଥରୁରଙ୍କ ପୁଅ ଇଶାନ, ଭାରତ-ପାକିସ୍ତାନକୁ ନେଇ ପଚାରିଲେ ଏମିତି ପ୍ରଶ୍ନ, କଂଗ୍ରେସ ଏମପିଙ୍କୁ କହିବାକୁ ପଡିଲା… ନୂଆଦିଲ୍ଲୀ,୬।୬: କଂଗ୍ରେସ ଏମପି ଶଶି ଥରୁରଙ୍କ ପୁଅ ଇଶାନ ଥରୁର ହଠାତ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ପିତା ଏବଂ ବରିଷ୍ଠ ରାଜନେତା ଶଶି ଥରୁରଙ୍କୁ ପହଲଗାମ ଆକ୍ରମଣ ଏବଂ ଭାରତ-ପାକିସ୍ତାନ ସମ୍ପର୍କିତ ଏପରି ପ୍ରଶ୍ନ ପଚାରିଥିଲେ ଯାହା ସବୁଠି...