IRS ଜ଼୍ବାଇଁ ଉପରକୁ ୫ ଗୁଳି ଚଳାଇ ହତ୍ୟାକଲେ ନିଲମ଼୍ବିତ AIG ଶ଼୍ବଶୁର ଚଣ୍ଡିଗଡ଼,୦୩।୦୮: ଚଣ୍ଡିଗଡ଼ ଜିଲା କୋର୍ଟରେ ଶନିବାର ଏକ ହତ୍ୟାକାଣ୍ଡ ଘିଟିଛି । ପଞ୍ଜାବ ପୋଲିସର ଜଣେ ନିଲମ଼୍ବିତ ଏଆଇଜି ନିଜର ଜ଼୍ବାଇଁକୁ ଗୁଳିମାରି ହତ୍ୟା କରିଛନ୍ତି । ଦୁଇ ପରିବାର ମଧ୍ୟରେ ଘରୋଇ ବିବାଦ ଲାଗିରହିଥିଲା । ଏହି ମାମଲାର...