ହୁତୁହୁତୁ ହୋଇ ଜଳିଗଲା ଶପିଂ ମଲ୍, ଜୀବନ୍ତ ଜଳିଗଲେ ୫୦ରୁ ଊର୍ଦ୍ଧ୍ୱ, ଭାଇରାଲ ହେଉଛି ଭିଡ଼ିଓ ବାଗଦାଦ,୧୭।୭: ଇରାକର ଏକ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ୫୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ରିପୋର୍ଟ ମିଳିଛି। ସମ୍ବାଦ ସରବରାହ ସଂସ୍ଥା AFP ଅନୁଯାୟୀ, ଇରାକର ଅଲ-କୁଟରେ ଥିବା ଏକ ସୁପରମାର୍କେଟରେ ଏହି ଘଟଣା ଘଟିଥିବା କୁହାଯାଉଛି।…