ପ୍ରତିଶୋଧ ନିଆଁରେ ଜଳୁଛି ଇରାନ, ଇସ୍ରାଏଲ ଉପରେ ଛାଡିଲା ୧୦୦ରୁ ଅଧିକ ଡ୍ରୋନ୍ ନୂଆଦିଲ୍ଲୀ, ୧୩ା୬: ଇସ୍ରାଏଲ ଆକ୍ରମଣର ଜବାବରେ ଇରାନୀ ସେନା ବିପୁଳ ଡ୍ରୋନ୍ ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲ ସୂଚନା ଅନୁଯାୟୀ, ଗତ କିଛି ଘଣ୍ଟା ମଧ୍ୟରେ ଇରାନ୍ ତାଙ୍କ ବିରୋଧରେ ୧୦୦ରୁ ଅଧିକ ଡ୍ରୋନ୍ ପ୍ରେରଣ କରିଛି। ଇସ୍ରାଏଲର ସେନା...