‘Trump is a man of action, wait…’ଇରାନ ଲୋକଙ୍କ ପାଖକୁ ଆସିଲା ଏମିତି ମେସେଜ ହେଲାଣି ଉତ୍ତେଜନା
ତେହେରାନ,୨୪।୨: ସୋମବାର (୨୩ ଫେବୃଆରୀ, ୨୦୨୬) ଦିନ, ଇରାନର ହଜାର ହଜାର ଲୋକ ସେମାନଙ୍କ ମୋବାଇଲ ଫୋନରେ ଏକ ଅଜଣା ନମ୍ବରରୁ ପାର୍ସୀ ଭାଷାରେ ଏକ ବାର୍ତ୍ତା ପାଇଲେ, ଯେଉଁଥିରେ ଲେଖାଥିଲା, ‘ଆମେରିକାର ରାଷ୍ଟ୍ରପତି ହିଁ କାର୍ଯ୍ୟାନୁଷ୍ଠାନ ନେବେ। ଅପେକ୍ଷା କର…


