ବଜାରରେ କ୍ରାଶ ହେଲା ସେନା ହେଲିକପ୍ଟର, ୪ଜଣଙ୍କ ମୃତ୍ୟୁ ନୂଆଦିଲ୍ଲୀ,୨୪।୨: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଦିନ କେନ୍ଦ୍ରୀୟ ଇରାନରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରୀୟ ଇରାନର ଏକ ଫଳ ଏବଂ ପନିପରିବା ବଜାରରେ ହେଲିକପ୍ଟରଟି ଖସିପଡ଼ିବାରୁ ଅତି କମରେ ଚାରି ଜଣଙ୍କର ମୃତ୍ୟୁ…