Iran

ପାଣି ତଳେ ବାରୁଦ ରଖିଥିଲା ଇରାନ, ଭାରତ-ଚାଇନା ତୈଳ ମାର୍ଗକୁ ନଷ୍ଟ କରିବା ଥିଲା ଉଦ୍ଦେଶ୍ୟ: ଗୋଇନ୍ଦା ରିପୋର୍ଟ

ତେହେରାନ,୨ା୭: ଆମେରିକୀୟ ଗୁପ୍ତଚର ସଂସ୍ଥା ଅନୁଯାୟୀ, ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀରେ ନୌସେନା ଲ୍ୟାଣ୍ଡମାଇନ ଲୋଡ୍‌ କରିଥିଲା। ଏହା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ…

7 months ago

ଆମେରିକାକୁ କଡ଼ା ଶବ୍ଦରେ ଜବାବ ଦେଲା ଇରାନ, ସିଧା ସିଧା କହିଲା ହେବନାହିଁ କୌଣସି ପରମାଣୁ ବାର୍ତ୍ତା

ତେହେରାନ,୨୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ଆମେରିକା…

7 months ago

ପ୍ରଥମେ ବୋମା ମାଡ, ଏବେ ଆମେରିକା ଇରାନ ପାଇଁ ଖୋଲିଦେଲା ପେଡ଼ି

ଓ୍ବାଶିଂଟନ,୨୭।୬: ଗତ ଦୁଇ ସପ୍ତାହ ଧରି ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆମେରିକା ମଧ୍ୟ ଯୁଦ୍ଧରେ…

7 months ago

ଯୁଦ୍ଧ ଶେଷ ହୋଇଛି କିନ୍ତୁ ଫୋର୍ଡୋରୁ ଗାଏବ ୪୦୦ କେଜି ୟୁରାନିୟମ୍ ପାଇଁ ନୂଆ ଉତ୍ତେଜନା: ଇସ୍ରାଏଲ କହିଲା – ଦେବାକୁ ପଡ଼ିବ

ନୂଆଦିଲ୍ଲୀ,୨୭ା୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ଅସ୍ଥାୟୀ ଯୁଦ୍ଧବିରତି ସହିତ ଶେଷ ହୋଇଥିଲେ ମଧ୍ୟ, ଇରାନର ଫୋର୍ଡୋ ପରମାଣୁ ସମୃଦ୍ଧିକରଣ କେନ୍ଦ୍ରରୁ ଗାଏବ…

7 months ago

ଯୁଦ୍ଧବିରତି ପରେ ଇସ୍ରାଏଲକୁ ଟ୍ରମ୍ପଙ୍କ ଚେତାବନୀ, ଦେଲେ କଡା ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେମାନେ "ବୋମା ଫୋପାଡ଼ନ୍ତୁ ନାହିଁ" ଏବଂ ତୁରନ୍ତ ତାଙ୍କ ପାଇଲଟମାନଙ୍କୁ…

7 months ago

ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା ପରେ ଆସିଲା ଇରାନର ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା: ବିଶ୍ୱରେ ଖେଳିଗଲା…

ତେହେରାନ,୨୪।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜିନାମା ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। କିନ୍ତୁ ଇରାନ ଏହା ଉପରେ…

7 months ago

୧୨ ଦିନ ପରେ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ: ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହୋଇଥିବା ନେଇ ଘୋଷଣା କରିଛନ୍ତି। ଏହି ଘୋଷଣା ସମ୍ପର୍କରେ ଇରାନ…

7 months ago

ଏଥର ବିଶ୍ୱଯୁଦ୍ଧ ନିଶ୍ଚିତ! ଆମେରିକା ବାୟୁସେନା ଘାଟି ଉପରେ ମିସାଇଲ ମାଡ଼ କଲା ଇରାନ

ନୂଆଦିଲ୍ଲୀ, ୨୩।୬: କାତାରର ରାଜଧାନୀ ଦୋହାରେ ସୋମବାର ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ରିଉଟର୍ସ ରିପୋର୍ଟ ଅନୁଯାୟୀ, କାତାରରେ ଥିବା ଆମେରିକା ପରିଚାଳିତ ଆଲ ଉଦେଇଦ ବାୟୁସେନା ଘାଟିକୁ…

7 months ago

ଇରାନରେ ଆଖିବୁଜା ମିଶାଇଲ ମାଡ଼ କଲା ଇସ୍ରାଏଲ, ୯୫୦ରୁ ଅଧିକ ମୃତ

ତେହେରାନ,୨୩।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନାରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ମାନବାଧିକାର ଗୋଷ୍ଠୀ ଅନୁଯାୟୀ, ଇସ୍ରାଏଲୀ ବିମାନ ଆକ୍ରମଣରେ ଅତି କମରେ…

7 months ago

“ଅର୍ଥନୈତିକ ଆତ୍ମହତ୍ୟା”: ଇରାନର ହର୍ମୁଜ୍ ଜଳସନ୍ଧି ବନ୍ଦ ସମ୍ଭାବନା ଉପରେ ଆମେରିକାର ଚେତାବନୀ

ଓ୍ୱାଶିଂଟନ, ୨୨।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚାଇନାକୁ ଆହ୍ୱାନ ଦେଇଛନ୍ତି ଯେ, ସେମାନେ ଇରାନକୁ ହର୍ମୁଜ୍ ଜଳସନ୍ଧି ବନ୍ଦ ନ କରିବାକୁ ପ୍ରଭାବିତ କରନ୍ତୁ।…

7 months ago

ଆମେରିକା ଆକ୍ରମଣ ପରେ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବାକୁ ଅନୁମତି ଦେଲା ଇରାନ ସଂସଦ, ଭାରତ ପାଇଁ ବଡ ଝଟକା

ନୂଆଦିଲ୍ଲୀ, ୨୨।୬: ଇରାନର ସଂସଦ ରବିବାର ହର୍ମୁଜ୍ ଜଳସନ୍ଧି ବନ୍ଦ କରିବାକୁ ଅନୁମୋଦନ ଦେଇଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ନେବେ।…

7 months ago

ଅପରେସନ ମିଡନାଇଟ ହାମର: ୨୫ ମିନିଟରେ ଇରାନର ତିନୋଟି ପରମାଣୁ ସ୍ଥାନକୁ କିପରି ଧ୍ୱଂସ କଲା ଆମେରିକା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଓ୍ୱାଶିଂଟନ,୨୨ା୬: ଆମେରିକା ଶନିବାର ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥାନ—ଫୋର୍ଡୋ, ନାଟାନ୍ଜ ଓ ଇସଫାହାନ—ଉପରେ ଆକ୍ରମଣ କରିଥିବା ସାମରିକ ଅଭିଯାନକୁ ‘ଅପରେସନ ମିଡନାଇଟ ହାମର’ ନାମ ଦିଆଯାଇଛି।…

7 months ago