ପାକିସ୍ତାନକୁ ଚେତାବନୀ ଦେଲା ଇରାନ: କହିଲା, ଏମିତି କଲେ ପରିଣାମ ଭୋଗିବ ତେହେରାନ,୨୧।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛି। ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସର ଡେପୁଟି ମିଶନ ମୁଖ୍ୟ ଜାଭେଦ ହୁସେନି କହିଛନ୍ତି, ଯଦି କୌଣସି ତୃତୀୟ ପକ୍ଷ ଏହି ସଂଘର୍ଷରେ...