ଯୁଦ୍ଧ ଶେଷ ହୋଇଛି କିନ୍ତୁ ଫୋର୍ଡୋରୁ ଗାଏବ ୪୦୦ କେଜି ୟୁରାନିୟମ୍ ପାଇଁ ନୂଆ ଉତ୍ତେଜନା: ଇସ୍ରାଏଲ କହିଲା – ଦେବାକୁ ପଡ଼ିବ ନୂଆଦିଲ୍ଲୀ,୨୭ା୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ଅସ୍ଥାୟୀ ଯୁଦ୍ଧବିରତି ସହିତ ଶେଷ ହୋଇଥିଲେ ମଧ୍ୟ, ଇରାନର ଫୋର୍ଡୋ ପରମାଣୁ ସମୃଦ୍ଧିକରଣ କେନ୍ଦ୍ରରୁ ଗାଏବ ହୋଇଥିବା ୪୦୦ କିଲୋଗ୍ରାମ ସମୃଦ୍ଧ ୟୁରାନିୟମକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି।…