ଇରାନ୍ ସହ ବ୍ୟବସାୟ କରୁଥିବା ଦେଶକୁ ଆମେରିକାର ଧମକ, ଲାଗିବ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ନୂଆଦିଲ୍ଲୀ,୧୩।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନର ବାଣିଜ୍ୟିକ ଅଂଶୀଦାରମାନେ ଆମେରିକାରୁ ୨୫ ପ୍ରତିଶତ ଶୁଳ୍କ ଆଦାୟର ସମ୍ମୁଖୀନ ହେବେ । ଅର୍ଥାତ୍ ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲାଗିବ ।...