ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍’ ଆରମ୍ଭ କରିଛି। ଏହି ପାଲଟା ଆକ୍ରମଣରେ ମଧ୍ୟପ୍ରାଚ୍ୟର ୮ରୁ ଅଧିକ ଦେଶରେ ଥିବା ଆମେରିକୀୟ ଘାଟିକୁ ଇରାନ ଟାର୍ଗେଟ…