ଦୂରହେଉନି ଚୁକ୍ତିନାମା ଅନିଶ୍ଚିତତା
ଓ୍ବାଶିଂଟନ/ତେହରାନ୍,୧।୬: ଇରାନ ଓ ଆମେରିକା ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ନେଇ ଅନିଶ୍ଚିତତାର ଅନ୍ତ ହେଉନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା ଇରାନ ପାଖକୁ କେତେକ କଠୋର ସର୍ତ୍ତ ପଠାଇଥିଲା। ଇରାନ ଅଣୁଅସ୍ତ୍ରର ବିକାଶ କରିବ ନାହଁି ବୋଲି ଗ୍ୟାରେଣ୍ଟି ଦେଇଥିବା ଆମେରିକା ରାଷ୍ଟ୍ରପତି…
ହର୍ମୁଜରେ ଆମେରିକା-ଇରାନ ବିବାଦ ଥମିବାର ନା ନେଉନାହିଁ; ପୁଣି ହେଲା କ୍ଷେପଣାସ୍ତ୍ର ସହ ଡ୍ରୋନ ଆକ୍ରମଣ
ତେହରାନ,୯।୫: ଗୁରୁବାର ବିଳମ୍ବିତ ରାତିରେ ଆମେରିକା ନୌସେନା ଦୁଇଟି ଇରାନୀ ଜାହାଜ ଏବଂ ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଦ୍ୱୀପପୁଞ୍ଜ ଉପରେ ଆକ୍ରମଣ କରି ଉପସାଗରରେ ଉତ୍ତେଜନା ବୃଦ୍ଧି କରିଛି। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଏହି ଆକ୍ରମଣ ଫଳରେ ଗୋଟିଏ ଜାହାଜରେ…
‘ଇରାନ-ଆମେରିକା ଶାନ୍ତି ବାର୍ତ୍ତା ପାକିସ୍ତାନରେ କାହିଁକିି?’ଲୋମ ଟାଙ୍କୁରା କଥା କହିଲେ ଇମ୍ରାନଙ୍କ ପୁଅ!
ଇସଲାମାବାଦ,୨୫।୪: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ ସୁଲେମାନ ଖାନ ଦେଶର ନେତୃତ୍ୱ ଉପରେ ଏକ ଗଭୀର ଗଣତାନ୍ତ୍ରିକ ସଙ୍କଟକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କର୍ତ୍ତୃପକ୍ଷ ଭିନ୍ନମତ ସ୍ବରକୁ ଦମନ…
FIFA ବିଶ୍ୱକପ ପୂର୍ବରୁ ଇରାନକୁ ବଡ଼ ଧମକ ଦେଲା ଆମେରିକା, କହିଲା ଆମେ ସେମାନଙ୍କୁ…
ଓ୍ବାଶିଂଟନ,୨୪।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସତ୍ତ୍ୱେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହି ଗ୍ରୀଷ୍ମ ଋତୁରେ ହେବାକୁ ଥିବା ଫିଫା ବିଶ୍ୱକପରେ ଇରାନର ଅଂଶଗ୍ରହଣ ଉପରେ ତାଙ୍କର କୌଣସି ଆପତ୍ତି ନାହିଁ। ତଥାପି, କିଛି ସର୍ତ୍ତ ଅଛି…
ଆମେରିକୀୟ ‘ଜଳଦସ୍ୟୁ’କୁ ମୁକାବିଲା କରିବେ ଇରାନୀ ‘ମଶା’: ହର୍ମୁଜ ପ୍ରଣାଳୀରେ ବିନାଶର ପର୍ଯ୍ୟାୟ ପ୍ରସ୍ତୁତ…
ତେହରାନ,୧୯।୪: ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସମ୍ମୁଖରେ ଘୋଷଣା କରିଥିଲେ ଯେ ଆମେରିକା ଇରାନ ନୌସେନାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛି। ଆମେରିକା ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣରେ, ଇରାନର ପ୍ରମୁଖ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଏବଂ ଘାଟି ଧ୍ୱଂସ ପାଇଯାଇଥିଲା। ଡୋନାଲ୍ଡ ଟ୍ରମ୍ପ…
ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ
ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି; ସେ ହର୍ମୁଜ ପ୍ରଣାଳୀ ଉପରେ ଅବରୋଧ…
Archives


