ଓଡ଼ିଶାରେ IPL ଟ୍ରଫି: ଶ୍ରୀମନ୍ଦିରରେ ହେଲା ପୂଜା ପୁରୀ,୧୬।୨: ଶ୍ରୀକ୍ଷେତ୍ର ପୁରୀରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ରବିବାର ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) କ୍ରିକେଟ୍ ମ୍ୟାଚ୍ ର ଟ୍ରଫି ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା। ସେଠାରେ ସେବାୟତମାନେ ଟ୍ରଫିକୁ ପୂଜାର୍ଚ୍ଚନା କରିଥିଲେ। ଟ୍ରଫି ଦେଖିବା...