ଏବେ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି IPL ଟିମର ଏହି କ୍ୟାପଟେନ, ଶୁବମନ ଗିଲଙ୍କ ସମେତ ଏମାନଙ୍କୁ ମିଳିନାହିଁ ଲାଇଫ ପାର୍ଟନର ନୂଆଦିଲ୍ଲୀ,୫।୪: ଗତ ବର୍ଷ IPL ୨୦୨୫ ପାଇଁ ଏକ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା, ଯାହା ପରେ ଅନେକ ଦଳ ପରିବର୍ତ୍ତନ ହୋଇଥିବା ଦେଖାଯାଇଥିଲା। ଦଳଗୁଡ଼ିକ ସହିତ, ଏଥର ଅନେକ ଦଳର ଅଧିନାୟକ ମଧ୍ୟ ପରିବର୍ତ୍ତନ ହୋଇଛନ୍ତି। ରିଷଭ ପନ୍ତ ଲକ୍ଷ୍ନୌ…