ଆଜି ଲଞ୍ଚ ହେବ ଆପଲ୍ର ସବୁଠାରୁ ଶସ୍ତା iPhone, ଜାଣନ୍ତୁ ଦାମ୍, ଫିଚର୍ସ ନୂଆଦିଲ୍ଲୀ,୧୯।୨: ଆପଲ୍ ପ୍ରତିବର୍ଷ ଏହାର ଉତ୍ପାଦଗୁଡ଼ିକ ଅପଡେଟ୍ କରିଥାଏ। ବିଶେଷକରି କମ୍ପାନୀ ଏହାର ଆଇଫୋନ୍ ଗୁଡିକ ପ୍ରତିବର୍ଷ ଅପଡେଟ୍ କରେ। ଏଥର ମଧ୍ୟ, ଟେକ୍ ଜଗତର ନଜର Appleର ଆଗାମୀ ଲଞ୍ଚ ଇଭେଣ୍ଟ ଉପରେ ରହିଛି, ଯେଉଁଠାରେ କମ୍ପାନୀ ଏହାର ସୁଲଭ…