ଭାରତ ଉପରେ ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ ଆପଲ ପାଇଁ ବଡ଼ ଝଟକା, ବଢିପାରେ ଆଇଫୋନ ମୂଲ୍ୟ ଓ୍ବାଶିଂଟନ,୩୧।୭: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିରେ ବିଳମ୍ବ ମଧ୍ୟରେ, ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ୨୫ ପ୍ରତିଶତ ନୂତନ ଶୁଳ୍କ ଘୋଷଣା କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଶିଳ୍ପ କ୍ଷେତ୍ରରେ ଚିନ୍ତା ସୃଷ୍ଟି…