ଆପଲ୍ ଆସନ୍ତା ବର୍ଷ ସୁଦ୍ଧା ଆମେରିକାରୁ ସମ୍ପୂର୍ଣ୍ଣ ଆଇଫୋନ୍ ଫ୍ୟାକ୍ଟ୍ରି ଭାରତ ସ୍ଥାନାନ୍ତର କରିପାରେ: ରିପୋର୍ଟ ନୂଆଦିଲ୍ଲୀ,୨୫।୪: ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି। ଫାଇନାନ୍ସିଆଲ୍ ଟାଇମ୍ସ୍ର ରିପୋର୍ଟ ଅନୁଯାୟୀ, ଏହି...