ଶେଷ ହେଲା ଅପେକ୍ଷା, ଆଜିଠୁ iPhone 16e ପାଇଁ ବୁକିଂ ଆରମ୍ଭ, ଆପଲ ଦେଉଛି ଅଫର ନୂଆଦିଲ୍ଲୀ,୨୧।୨: ୧୯ ଫେବୃଆରୀରେ ଭାରତରେ ସମ୍ପୂର୍ଣ୍ଣ ନୂତନ iPhone 16E ଲଞ୍ଚ କରିଥିଲା। ଏହି ଫୋନର ପ୍ରି-ବୁକିଂ ଆଜିଠାରୁ ଆରମ୍ଭ ହୋଇଛି। ଯେତେବେଳେ ବିକ୍ରୟ ୨୮ ଫେବୃଆରୀ, ୨୦୨୫ ରୁ ଆରମ୍ଭ ହେବ। ଆପଣ ଏହି ଫୋନକୁ ପ୍ରତି ମାସରେ ପ୍ରାୟ…