iPhone 11 ପାଇଁ ୧୭ ବର୍ଷୀୟ ନାବାଳକକୁ ହତ୍ୟା କଲେ ଦୁଇସାଙ୍ଗ ନୂଆଦିଲ୍ଲୀ,୨।୪: ପଟିଆଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ରାଜପୁରାର ରେଳ ଲାଇନରୁ ନବଜୋତ ନାମକ ଜଣେ ୧୭ ବର୍ଷୀୟ ନାବାଳକର ମୃତଦେହ ଦୁଇଟି ଭାଗରେ ଉଦ୍ଧାର କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ମୃତକଙ୍କୁ ତାଙ୍କ ନିଜ...