ଖୁସିଖବର! ୧୨୮ ବର୍ଷ ପରେ ଟି20 କ୍ରିକେଟକୁ ମିଳିଲା ଅଲିମ୍ପିକ୍ସରେ ଏଣ୍ଟ୍ରି, ଜାଣନ୍ତୁ କେତେ ଟିମ୍… ନୂଆଦିଲ୍ଲୀ,୧୦।୪: ଶେଷରେ କ୍ରିକେଟକୁ ଅଲିମ୍ପିକ୍ସରେ ଏଣ୍ଟ୍ରି ମିଳିଛି। ୧୯୦୦ ମସିହାରେ ଅଲିମ୍ପିକ୍ସରେ କ୍ରିକେଟକୁ ଶେଷ ଥର ପାଇଁ ସାମିଲ କରାଯାଇଥିଲା। ଏବେ ୧୨୮ ବର୍ଷ ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରିବାକୁ ଯାଉଛି। ଆୟୋଜକମାନେ ନିଶ୍ଚିତ...