୨ ବର୍ଷରେ କେମିତି ସଞ୍ଚୟ କରିବେ ୧୦ ଲକ୍ଷ ଟଙ୍କା? ଜାଣନ୍ତୁ ନିବେଶର ରଣନୀତି… ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ଆଗାମୀ ୨ ବର୍ଷ ମଧ୍ୟରେ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ୨ ବର୍ଷରେ ୧୦ ଲକ୍ଷ ଟଙ୍କା ସଞ୍ଚୟ କରିବାର ଲକ୍ଷ୍ୟ ହାସଲ କରିବା…