ଆଇନ ପ୍ରତି ଦାୟିତ୍ୱ ଓ ସମ୍ମାନକୁ ଗୁରୁତ୍ୱ ପ୍ରତିବର୍ଷ ଜୁଲାଇ ୧୭ରେ ପାଳନ କରାଯାଇ ଆସୁଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏହି ଦିବସ ୧୯୯୮ ଜୁଲାଇ ୧୭ରେ ରୋମ ଚୁକ୍ତିର ସ୍ମୃତିରେ ପାଳନ କରାଯାଏ, ଯାହା ଅନ୍ତର୍ଜାତୀୟ ଆପରାଧିକ ନ୍ୟାୟାଳୟ (ଆଇସିସି)ର ସ୍ଥାପନ ପାଇଁ ଆଧାର ହୋଇଥିଲା। ଅନ୍ତର୍ଜାତୀୟ ନ୍ୟାୟ…