ଦିଲଜିତ ଦୋସାଞ୍ଜ, ‘ଅମର ସିଂ ଚାମକିଲା’ ଏମି ପୁରସ୍କାର ପାଇଁ ମନୋନୀତ ନୂଆଦିଲ୍ଲୀ,୨୬।୯: ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଜ ବିଶ୍ୱ ମଞ୍ଚରେ ଭାରତର ନାମ ଉଜ୍ଜ୍ୱଳ କରିଛନ୍ତି। ନେଟଫ୍ଲିକ୍ସର ବାୟୋପିକ୍ ଫିଲ୍ମ ‘ଅମର ସିଂ ଚମକିଲା’ ପାଇଁ ସେ ଇଣ୍ଟରନ୍ୟାସନାଲ ଏମି ପୁରସ୍କାର ୨୦୨୫ରେ ଦୁଇଟି ବିଭାଗରେ ମନୋନୀତ ହୋଇଛନ୍ତି – ‘ଶ୍ରେଷ୍ଠ...